MEMBERSHIP (ସଦସ୍ୟତା) REGISTRATION FORM

* mark field are mandatory
Personal Details:
Contact Details:

Note: Only .jpg and .png format under 200kb.

Educational Details:
Permanent Address:
  • I Agree

    With a strong belief in the concept of secular India and always willing to work in that direction, I want to become a member of the Nikhil Utkal Shoundik Samaj. I agree to abide by its Rules and Regulations. I am depositing Rs.100.00 (Rupees One hundred only) towards membership registration fees.

    ଜାତି-ଧର୍ମ-ବର୍ଣ୍ଣ-ନିରପେକ୍ଷ ଭାରତରେ ମହାଭାରତୀୟ ଜାତିସହ ସମକକ୍ଷ ଭାବରେ ସାମିଲ ହେବା ନିଖିଳ ଉକ୍ରଳ ହୈହୟ କ୍ଷତ୍ରିୟ (ଶୌଣ୍ଡିକ) ସମାଜର ଲକ୍ଷ୍ୟ । ଏହି ମହାନ୍ ଲକ୍ଷ୍ୟ ପ୍ରତି ମୋର ଏକାନ୍ତ ବିଶ୍ୱାସ ଓ ମାନ୍ୟତା ରହିଛି । ସକଳ ପ୍ରକାର ସହଯୋଗ, ସହାବସ୍ଥାନ, ଶାନ୍ତି-ମୈତ୍ରୀ-ଭିତ୍ତିକ ପନ୍ଥାରେ ଉକ୍ତ ଲକ୍ଷ୍ୟ ହାସଲ ପାଇଁ ମୁଁ ଶପଥ ଗ୍ରହଣ କରୁଛି ଏବଂ ନିର୍ଦ୍ଦିଷ୍ଟ ଏକଶହ ଟଙ୍କା ମାତ୍ର ସଭ୍ୟଶୁଳ୍କ ଦାନ ପୂର୍ବକ ସଭ୍ୟ ଶ୍ରେଣୀଭୁକ୍ତ ହେଉଅଛି ।


  • Any adult (minimum age 18 years) belonging to Soundhik caste can become a member of the Nikhila Utkal Shoundik Samaja except persons with major criminal records or unsound mind or non-curable diseases. To become a member one has to register his name with necessary payment of membership fees.
  • To become a member he / she should be a resident of Odisha. However with the special permission of the executive committee this condition may be waived.

  • ସାଂପ୍ରତିକ ଶୌଣ୍ଡିକ ସମାଜର ମୂଳଉତ୍ସ ହୈହୟ କ୍ଷତ୍ରିୟ ସମାଜ ହୋଇଥିବାରୁ, ଓଡ଼ିଶାବାସୀ ପ୍ରତ୍ୟେକ ପ୍ରାପ୍ତବୟସ୍କ ଶୌଣ୍ଡିକ ନରନାରୀ ଗୁରୁତର ଅପରାଧୀ କିମ୍ବା ଦୁରାରୋଗ୍ୟ ସଂକରାମକ ବ୍ୟାଧିଗ୍ରସ୍ତ, ଅଥବା ପାଗଳ ନ ହୋଇଥିଲେ ନିର୍ଦ୍ଦିଷ୍ଟ ଶପଥ-ପତ୍ରରେ ସ୍ୱାକ୍ଷର କରି ଏବଂ ନିର୍ଦ୍ଦିଷ୍ଟ ସଭ୍ୟ-ଶୁଳ୍କ ଦେଇ ସଭ୍ୟ ହୋଇପାରିବେ ।
  • ଓଡିଶାରେ ସ୍ଥାୟୀ ଭାବରେ ବାସ କରୁଥିବେ । ଅନ୍ୟ ରାଜ୍ୟର ହୈହୟ କ୍ଷତ୍ରିୟ ନରନାରୀ ମାନେ ମଧ୍ୟ କାର୍ଯ୍ୟବାହିକା ସମିତିର ଅନୁମୋଦନ କ୍ରମେ ଅନୁରୂପ ଭାବରେ ସଭ୍ୟ ହୋଇପାରିବେ।