Aim and Objective

  • To make one and every member of the NUSS a good citizen and capable of standing on their own in this competitive world.
  • To unite all the Soundhiks for the betterment of their life and the society.
  • To work for economic and social development of the society irrespective of class and creed.
  • To make the society progressive, cultured and free from superstition, keeping aside regionalism and pettiness.
  • To reform the cultural, educational and environmental shortcoming.
  • To arouse national integration and patriotism.
  • To help people affected by natural calamities.
  • To contribute for the development of education, culture and sports.

  • ଜାତି-ଧର୍ମ-ବର୍ଣ୍ଣ-ନିରପେକ୍ଷ ମହାଭାରତୀୟ ସମାଜ-ଗଠନ ଦୃଷ୍ଟିରୁ ହୈହୟ କ୍ଷତ୍ରିୟ ଜାତିକୁ ସୁଯୋଗ୍ୟ ତଥା ସମକକ୍ଷ ଭାବରେ ସଂଗଠିତ କରିବା । ଏହି ପରିପ୍ରେକ୍ଷୀରେ ସ୍ୱଜାତୀୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶିକ୍ଷିତ, ସଭ୍ୟ ଓ ସ୍ୱଚ୍ଛଳ କରିବା ।
  • ରାଜନୈତିକ ଓଡ଼ିଶାର ତଥା ବିଚ୍ଛିନ୍ନାଞ୍ଚଳର ହୈହୟ କ୍ଷତ୍ରିୟ ସମାଜକୁ ଅଗ୍ରଗତି ଓ ରାଷ୍ଟ୍ରାନୁଗତ୍ୟ-ଭିତ୍ତିରେ ଏକତାବଦ୍ଧ କରିବା ।
  • ସର୍ବବିଧ ସଂକୀର୍ଣ୍ଣତା ଓ ଆଞ୍ଚଳିକତାର ଉଦ୍ଧ୍ୱର୍ରେ ସମାଜକୁ ପ୍ରଗତିଶୀଳ, ସଂସ୍କୃତି-ସଂପନ୍ନ, କୁସଂସ୍କାରମୁକ୍ତ କରିବା ।
  • ସମାଜର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ୱଜାତୀୟ ନରନାରୀଙ୍କୁ ନିଯୁକ୍ତି ଓ ସ୍ୱାବଲମ୍ବନଶୀଳ ବୃତ୍ତି ଗ୍ରହଣରେ ସାହାଯ୍ୟ କରିବା ।
  • ସମାଜରୁ କୁସଂସ୍କାର, ଯୌତୁକ-ପ୍ରଥା, ବିଭେଦ, ଅସାମଞ୍ଜସ୍ୟ, ଆଦିର ବିଲୋପକଳ୍ପେ ସହଯୋଗ ଓ ମୈତ୍ରୀ-ସ୍ଥାପନ ।
  • ସମାଜ-କଲ୍ୟାଣ-ପାଣ୍ଠି ଗଠନ ସୂତ୍ରରେ ଦରିଦ୍ର ମେଧାବୀ ଛାତ୍ର ଙ୍କୁ ସାହାଯ୍ୟଦାନ ଏବଂ ଶିକ୍ଷାନୁଷ୍ଠାନ, ପାଠାଗାର, ପ୍ରୌଢ ଶିକ୍ଷା କେନ୍ଦ୍ର ସ୍ଥାପନାଦିର ବ୍ୟବସ୍ଥା ।
  • ଜାତୀୟ-ସଂହତି ଓ ମହାଭାରତୀୟ ଜାତୀୟତାର ବିକାଶ ସାଧନ ।
  • ସମାଜରେ ବନ୍ୟା ବାତ୍ୟା ମରୁଡି ଇତ୍ୟାଦି ପ୍ରାକୃତିକ ବି ର୍ଯ୍ୟୟରେ ସାହାଯ୍ୟ ଦାନ ।
  • ସମାଜରେ ସାହିତ୍ୟ-ସଂସ୍କୃତି-କଳା-କ୍ରୀଡାଦିର ବିକାଶ ବ୍ୟବସ୍ଥା ।