About Shoundik Samaj

Nikhil Utkal Haihaya Kshatriya (Shoundik) Samaj is a non-profit cultural and charitable organisation with headquarters at Bhubaneswar . It was established in 1988. Any adult, belonging to the Shoundik community staying in Odisha or residents of Odisha staying outside the state, can become a member of NUSS . Membership is subject to agreement to the terms and conditions of NUSS.

Our motive is to get in touch with all the members at the time of their prosperity and difficulty. All of us together can make this world a better place to live in with peace, cooperation and brotherhood. NUSS always stands for our past glory but also attempts to integrate into the changing world with dignity in the field of education, profession, social life and development.

ନିଖିଳ ଉତ୍କଳ ଷୌଣ୍ଢିକ ସମାଜକୁ ସ୍ୱାଗତ

ନିଖିଳ ଉତ୍କଳ ଷୌଣ୍ଢିକ ସମାଜ ଗୋଟିଏ ଅଲାଭକର ସଂସ୍ଥା । କେବଳ ସାମାଜିକ ଓ ଦାତବ୍ୟ କାର୍ଯ୍ୟକ୍ରମ ଜରିଆର ସାମୁହିକ ଉନ୍ନତି କରିବା ଏହାର ଲକ୍ଷ୍ୟ । ଏହାର ମୁଖ୍ୟ କାର୍ଯ୍ୟାଳୟ ଭୂବନେଶ୍ୱରରେ ଅବସ୍ଥିତ । ଏହା 1988 ମସିହାରେ ସ୍ଥାପିତ ହୋଇଥିଲା । ଯେକୌଣସି ପ୍ରାପ୍ତ ବୟସ୍କ( 18 ବର୍ଷରୁ ଅଧିକ ) ଓଡିଶା ର ବାସିନ୍ଦା ଶୌଣ୍ଢିକ ଜାତିର ଲୋକ ଓଡିଶାରେ ରୁହନ୍ତୁ ବା ଓଦିଶା ବାହାରେ ରୁହନ୍ତୁ ଏହାର ସଭ୍ୟ ହୋଇ ପାରିବେ। ସେଥି ନିମନ୍ତେ ତାଙ୍କୁ ଏହି ସମାଜର ନିୟମ ମାନିବାକୁ ହେବ । ଆମର ମୂଳ ଲକ୍ଷ୍ୟ ସମସ୍ତଙ୍କ ସୁଖଦୁଖ ରେ ଭାଗୀଦାର ହେବା । ସମସ୍ତେ ଏକାଠି ମିଳିମିଶି ଆମର ପରିବେଶ ଓ ଆମର ଦୁନିଆକୁ ଶାନ୍ତି, ମୈତ୍ରୀ ଓ ଭାଇଚାରାରେ ସରସ ସୁନ୍ଦର କରି ଗଢିବା । ନିଖିଳ ଉତ୍କଳ ଷୌଣ୍ଢିକ ସମାଜ ଆମର ପ୍ରାଚୀନ ଐତିହ କୁ ନେଇ ଗର୍ବିତ ସତ ହେଲେ ଆଧୁନିକ ପରିବର୍ତ୍ତନଶୀଳ ଦୁନିଆରେ ଶିକ୍ଷା, ବୃତ୍ତି, ସାମାଜିକ ଜୀବନ ଓ ପ୍ରଗତି ସହ ଓତପ୍ରୋତ ଭାବରେ ଜଡିତ ରହିବାକୁ ସଦା ଚେଷ୍ଟିତ।